Videos
|
Odisha

ହୋହଲ୍ଲା ଭିତରେ ଧ୍ରୁବ ଟାଣିଆଣିଲେ ମାଇକ୍‌

Manini Pattanayak
Browse all articles by Manini Pattanayak
·2 years ago
ହୋହଲ୍ଲା ଭିତରେ ଧ୍ରୁବ ଟାଣିଆଣିଲେ ମାଇକ୍‌

 ଭୁବନେଶ୍ୱର:  ବିଧାନସଭାରେ ବିରୋଧିଙ୍କ ହଙ୍ଗାମା।  ବିଜେଡି ଏବଂ କଂଗ୍ରେସ ପକ୍ଷରୁ ହଙ୍ଗାମା।  ରାଜନଗର ବିଧାୟକ ଧ୍ରୁବ ସାହୁ  ଭାଙ୍ଗିଲେ  ବାଚସ୍ପତିଙ୍କ ମାଇକ୍‌।  ହୋହଲ୍ଲା ଭିତରେ ଟାଣିଆଣିଲେ ମାଇକ୍‌।  

ମାଇକ୍‌  ଟାରି ଆଣିବାରୁ ଭାଙ୍ଗିଗଲା ମାଇକ୍‌।   ସେହିପରି  ବାଚସ୍ପତିଙ୍କ ପୋଡିୟମକୁ ଚଢିଗଲେ ଯୋଗେଶ ସିଂ।  ଆସନ୍ତାକାଲି ଯାଏଁ ଗୃହ ମୁଲତିବ ରଖିଲେ ବାଚସ୍ପତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: