Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେତକୁଲି ଲୋକଙ୍କ ପାଇଁ ଅଭିଶାପ ପଲଟିଛି ରାମିଆଳ ନଦୀ

Banajyotshna Ray
Browse all articles by Banajyotshna Ray
·1 year ago
ବେତକୁଲି ଲୋକଙ୍କ ପାଇଁ ଅଭିଶାପ ପଲଟିଛି ରାମିଆଳ ନଦୀ

ଅର୍ଗସ ବ୍ୟୁରୋ:  ଦୁଃଖ ଦେଉଛି ରାମିଆଳ ନଦୀ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତର କରଡାବଣି, କଳାମାଟି, ବେତକୁଲି ସାହିର ଲୋକଙ୍କ ପାଇଁ ଅଭିଶାପ ପଲଟିଛି ଏହି ନଦୀ । ନଦୀରେ ବ୍ରିଜ ନଥିବାରୁ ଉଛୁଳା ନଦୀ ପାର ହେଉଛନ୍ତି ଲୋକେ । ଅନେକ ସମୟରେ ନଦୀରେ ବୁଡି ଲୋକଙ୍କ ଜୀବନ ମଧ୍ୟ ଯାଉଛି । ତୁରନ୍ତ ରାମିଆଳ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କରାଗଲେ ଲୋକଙ୍କ ଦୂର୍ଦ୍ଦଶା ଦୂର ହୋଇପାରନ୍ତା । ଗତ ୨୫ ବର୍ଷର ବିଜେଡି ସରକାରରେ ଆଦିବାସୀ ମାନେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ୍ ସେଥି ପ୍ରତି କେହି ଗୁରୁତ୍ବ ଦେଇ ନଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ramial River is a curse for Betkuli people | Argus News