Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନ୍ଧାରରେ ରାୟଗଡା ଜଗନ୍ନାଥ ମନ୍ଦିର

Odisha

ଅନ୍ଧାରରେ ରାୟଗଡା ଜଗନ୍ନାଥ ମନ୍ଦିର

Banajyotshna Ray
Browse all articles by Banajyotshna Ray
·1 year ago
ଅନ୍ଧାରରେ ରାୟଗଡା ଜଗନ୍ନାଥ ମନ୍ଦିର

ଅର୍ଗସ ବ୍ୟୁରୋ: ଅନ୍ଧାରରେ ରାୟଗଡା ଜଗନ୍ନାଥ ମନ୍ଦିର । ମନ୍ଦିରରୁ ଲାଇଟ ଖୋଲି ନେଲେ ଜିଲ୍ଲା ପ୍ରଶାସନ । ବିଜେପି  ସରକାରକୁ ଆସିବା ପରେ ଷଡ଼ଯନ୍ତ୍ର କରି ଲାଇଟ ଖୋଲିନେଇଥିବା ହୋଇଛି ଅଭିଯୋଗ । କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିରରୁ ମଧ୍ୟ ଖୋଲା ଯାଇଥିଲା ଲାଇଟ । ତେବେ ଏଠାରେ ମଧ୍ୟ ସବୁ ଲାଇଟ କାଢ଼ି ନେଇଥିବାର ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅବହେଳା ଯୋଗୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରରେ ଲାଇଟ ଲଗାଇବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rayagada Jagannath Temple in the dark | Argus News