ପୁରୀରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
·1 year ago

ପୁରୀ: ପୁରୀରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଛନ୍ତି ଶ୍ରୀଯୁକ୍ତ ଦାସ । ସିଂହଦ୍ବାର ଠାରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ,ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କୁ ତରଫରୁ ସ୍ଵାଗତ କରାଯାଇଛି । ପ୍ରଥମ ଓଡ଼ିଆ ପୁଅ ଭାବରେ RBI ଗଭର୍ଣ୍ଣର ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି ଶକ୍ତିକାନ୍ତ । ନିଜର ଚାରିଦିନିଆ ଓଡ଼ିଶା ଗସ୍ତରେ ସେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜି ମହାପ୍ରଭୁଙ୍କ ସାନିଧ୍ୟ ନେବା ପାଇଁ ପୁରୀ ପହଞ୍ଚିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

