Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

Ritu Das
Browse all articles by Ritu Das
·2 years ago
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଅର୍ଗସ ବ୍ୟୁରୋ:  ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଜଳୁଛି ପୁରା ଓଡ଼ିଶା। ତାତିରେ ବ୍ରେକ ଲାଗୁନି। ଦିନ ୧୧ଟା  ୩୦ ସୁଦ୍ଧା ଭୁବନେଶ୍ବର ହେଉଛି ସବୁଠୁ ଉତ୍ତପ୍ତ। 
ଭୁବନେଶ୍ୱର: ୪୧.୬°C 
ବାଲେଶ୍ୱର: ୪୦.୭°C
ଚାନ୍ଦବାଲି: ୪୦.୨°C 
କେନ୍ଦୁଝର: ୪୦°C 
ଝାରସୁଗୁଡା: ୩୯.୫°C 
ସମ୍ବଲପୁର: ୩୯.୪°C 
ରାଉରକେଲା: ୩୯.୪°C
ହୀରାକୁଦ: ୩୭.୮°C 
ପୁରୀ: ୩୪.୨°C 
ଗୋପାଳପୁର: ୩୩.୫°C
ପାରାଦୀପ: ୩୩.୪°C

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Record | Argus News