Videos
|
Odisha

ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ 

Manini Pattanayak
Browse all articles by Manini Pattanayak
·1 year ago
ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ 

କଳାହାଣ୍ଡି: ଚାଷୀଙ୍କୁ ବେଦାନ୍ତ କାଳ । ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ । ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ମାଡ଼ିଗଲା କାଦୁଅ ପାଣି । ଲାଲ ମାଟି ପାଣି ମାଡ଼ି ଯିବାରୁ ବନ୍ୟା ଭଳି ସ୍ଥିତି ସୃଷ୍ଟି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତ ପଡ଼ାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଭୁଶୁଡ଼ି ପଡ଼ିଛି ।

ରାତି ୨ଟାରେ ଭାଙ୍ଗିଯିବାରୁ ବଡ଼ ଘାଇ ସୃଷ୍ଟି ହୋଇ ଡଷ୍ଟ ପାଣି ଚାଷ ଜମିରେ ମାଡି ଯାଇଛି । ଏମିତିକି ନଦୀରେ ବି ମିଶୁଛି ପାଣି। ଡଷ୍ଟ ପାଣି ମାଡ଼ି ଯିବା ଦ୍ବାରା ଚାଷ ନଷ୍ଟ ହୋଇ ଚାଷୀଙ୍କ କ୍ଷୟକ୍ଷତି ଘଟିଛି। ନଦୀରେ ପାଣି ମିଶିବା ଦ୍ବାରା ଚର୍ମ ରୋଗର ଆଶଙ୍କା ରହିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Red mud pond of broken Vedanta | Argus News