Religious Conversion / ଅନ୍ୟ ଧର୍ମକୁ ଯାଇ ଠକାମିର ଶୀକାର ହୋଇ ପୁଣି ହିନ୍ଦୁ ଧର୍ମକୁ ଫେରିଲେ
·3 months ago·3 min read

Key Points
ପ୍ରଲୋଭନରେ ପଡ଼ି ଅନ୍ୟ ଧର୍ମକୁ ଗଲେ
ଠକାମିର ଶୀକାର ହୋଇ ପୁଣି ହିନ୍ଦୁ ଧର୍ମକୁ ଫେରିଲେ
ମୟୁରଭଞ୍ଜର ଉଦଳାର ଘଟଣା

ଉଦଳା, ୧୮/୦୫: ଉଦଳା, ୧୮/୦୫: ପ୍ରଲୋଭନରେ ପଡ଼ି ଅନ୍ୟ ଧର୍ମକୁ ଗଲେ,ସେଠାରେ ଠକାମିର ଶୀକାର ହେବା ପରେ ପୁଣି ହିନ୍ଦୁ ଧର୍ମକୁ ଫେରିଛନ୍ତି ମୟୁରଭଞ୍ଜ ଉଦଳାର ଗୋଟିଏ ପରିବାର। ବାରମ୍ବାର ଶରୀର ଅସୁସ୍ଥ ହେଉଥିବା ବେଳେ ଏହାର ସୁଯୋଗ ଉଠାଇଥିଲେ ଅନ୍ୟ ଧର୍ମ ଲୋକେ। ଆଉ ଧର୍ମ ପରିବର୍ତ୍ତନ କରିଲେ ଦେହ ସୁସ୍ଥ ହେବା ସହିତ ସବୁଠିକ ହୋଇଯିବ କହି ଧର୍ମ ପରିବର୍ତ୍ତନ କରାଇଥିଲେ। ଶେଷରେ ଏହି ମିଛ ବାହାନାକୁ ବୁଝିପାରି ପୁଣି ନିଜ ଧର୍ମ କୁ ଫେରିଛନ୍ତି ଭାଟୁ ମାରାଣ୍ଡି
ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ଜଡିଦା ପଞ୍ଚାୟତ ପଥରଖଣି ଗ୍ରାମରେ। ଗ୍ରାମର ଭାଟୁ ମାରାଣ୍ଡି ନିଜ ପରିବାର ସହିତ ୩ ବର୍ଷ ପୂର୍ବେ ଅନ୍ୟ ଧର୍ମ କୁ ପରିବର୍ତ୍ତନ ହୋଇଥିଲେ। କିନ୍ତୁ ଧର୍ମ ପରିବର୍ତ୍ତନ ସମୟରେ ତାଙ୍କୁ କୁହାଯାଇଥିବା ସମସ୍ତ କଥା ମିଛ ବୋଲି ଜାଣିବା ପରେ ପୁଣି ନିଜ ଧର୍ମ କୁ ଫେରିଛନ୍ତି।
କିଛିଦିନ ତଳେ ରାଜଧାନୀ ଭୁବନେଶ୍ବରରୁ ଆସିଥିଲା ଧର୍ମାନ୍ତରୀକରଣର ସାଂଘାତିକ ଅଭିଯୋଗ। ଭୁବନେଶ୍ୱର ନୟାପଲ୍ଲୀର ଏକ ହୋଟେଲ ଚାଲିଥିଲା ଧର୍ମପରିବର୍ତ୍ତନର ଖେଳ। ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ହୋଟେଲ ରୁମ୍ ଭିତରୁ କବାଟ ବନ୍ଦ ଥିବାରୁ ପୋଲିସକୁ ତାଲା ଭାଙ୍ଗିବାକୁ ପଡ଼ିଥିଲା। ଆଉ ତାଲା ଭାଙ୍ଗି ରୁମ୍ ଭିତରକୁ ପଶିଥିଲା ପୋଲିସ।
ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ହୋଟେଲ ପରିସରରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ହୋଟେଲ ରୁମ୍ରୁ ଜବତ ହୋଇଥିବା ବିଭିନ୍ନ ଡକ୍ୟୁମେଣ୍ଟରୁ ଏହି ଧର୍ମାନ୍ତରୀକରଣର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହାର ତଦନ୍ତ କରୁଛି ପୋଲିସ। ରାଜଧାନୀର ଗହଳି ଭିତରେ ଥିବା ଏକ ହୋଟେଲକୁ କାହିଁକି ଏହି କାର୍ଯ୍ୟ ପାଇଁ ବଛାଗଲା? ଏହି ରାକେଟ୍ ପଛରେ ଆଉ କାହାର ହାତ ରହିଛି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆବାସିକ ସ୍କୁଲ ନାଁରେ କରୁଛନ୍ତି ଧର୍ମାନ୍ତରୀକରଣ, ରଚିଛନ୍ତି ଭୟଙ୍କର ଷଡ୍ଯନ୍ତ୍ର
ପୁର୍ବରୁ ମଧ୍ୟ ଓଡ଼ିଶାରେ ସମାଜସେବା ନାଁରେ ସାଙ୍ଘାତିକ କେଳେଙ୍କାରୀର ଅଭିଯୋଗ ଆସିଥିଲା । ଫୈଜ ରେହମାନ ନାମକ ଜଣେ ବ୍ୟକ୍ତି ଆମେରିକା ଓ କାନାଡ଼ାରୁ ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଯାଏଁ ଭିନ୍ନ ଭିନ୍ନ ନାଁରେ ଖୋଲିଛି ଭିନ୍ନ ସଂସ୍ଥା। ବେଙ୍ଗଲରେ ପଞ୍ଜୀକୃତ ସଂସ୍ଥା, ଓଡ଼ିଶାରେ କରୁଛି ମହାକେଳେଙ୍କାରୀ। ଆବାସିକ ସ୍କୁଲ ନାଁରେ ଧର୍ମାନ୍ତରୀକରଣର ଭୟଙ୍କର ଅଭିଯୋଗ। ଏ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହେଉଛି ଫୈଜ ରେହମାନ। ଅର୍ଗସ ହାତରେ ଲାଗିଥିଲା ଆମେରିକା, କାନାଡ଼ାରୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଯାଏଁ ଫୈଜ ରେହମାନଙ୍କ କେଳେଙ୍କାରୀର ଲମ୍ବା ଚିଠା ।
ଓଡ଼ିଶାରେ ଏହି ସାଂଘାତିକ କେଳେଙ୍କାରୀର ସୁରାକ୍ ମିଳିବା ପରେ ତଦନ୍ତ ପାଇଁ ସବୁ ଜିଲ୍ଲାର SPଙ୍କୁ ଦିଆଯାଇଥିଲା ନିର୍ଦ୍ଦେଶ। ପୋଲିସ ଡିଜିଙ୍କୁ ଏହି ତଦନ୍ତ ରିପୋର୍ଟ ଦେଇଛି ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା । ଯେଉଁଥିରେ ସାମ୍ନାକୁ ଆସିଛି ସାଂଘାତିକ କେଳେଙ୍କାରୀ ।
ସେପଟେ SPଙ୍କ ରିପୋର୍ଟରେ ରହିଛି ସାଂଘାତିକ ତଥ୍ୟ। ଡ୍ରିମ୍ ସେଣ୍ଟର ହଷ୍ଟେଲ ନାଁରେ ରାଜ୍ୟର ବହୁ ଜିଲ୍ଲାରେ ଖୋଲାଯାଇଛି ହଷ୍ଟେଲ। ଅଧିକାଂଶ ହଷ୍ଟେଲ ପାଇଁ କୌଣସି ସରକାରୀ ବିଭାଗଠାରୁ ଅନୁମତି ଅଣାଯାଇନାହିଁ। ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ବେଆଇନ ଭାବେ ରଖାଯାଉଛି। ଧର୍ମାନ୍ତରୀକରଣ ହେଉଛି ସଂସ୍ଥାର ମୂଳ ଉଦ୍ଦେଶ୍ୟ । ଗରିବ ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କର ଜୋରଜବରଦସ୍ତ କରାଯାଉଛି ଧର୍ମାନ୍ତରୀକରଣ। ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SP।
ହଷ୍ଟେଲ ଚଳାଇବା ନାଁରୁ ଅଣାଯାଉଛି ବିଦେଶରୁ କୋଟି କୋଟି ଟଙ୍କାର ଫଣ୍ଡିଂ। ବେଆଇନ ଭାବେ ବିଦେଶରୁ ଟଙ୍କା ଆଣି ଚଳାଯାଉଛି ହଷ୍ଟେଲ। କେନ୍ଦ୍ର ସରକାରଙ୍କ Foreign Contribution Regulation Act ବା FCRAର ବଡ଼ ଉଲ୍ଲଂଘନ । ଧର୍ମାନ୍ତରୀକରଣ ପାଇଁ କେମିତି ଚାଲିଥିଲା କୋଟି କୋଟି ଟଙ୍କାର କାରବାର ତାର ଦସ୍ତାବିଜ ଲାଗିଛି ଅର୍ଗସ୍ ନ୍ୟୁଜ୍ ହାତରେ। ଧର୍ମାନ୍ତରୀକରଣ ସହ ଆତଙ୍କବାଦ, ଶିଶୁ ଯୌନ କେଳେଙ୍କାରୀ, ଯୁବତୀ ଚାଲାଣ ଭଳି କାମରେ ଏହି ଟଙ୍କା ବ୍ୟବହାର ହେଉଥିବା ଅଭିଯୋଗ।
ଆହୁରି ମଧ୍ୟ ଏହି ସାଂଘାତିକ କାରନାମାର କାର୍ପଟଦାର ଫୈଜ ରେହମାନ ବିରୋଧରେ ଝିଅମାନଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେବା ନେଇ ରହିଛି ସାଂଘାତିକ ଅଭିଯୋଗ। ନାବାଳିକାମାନଙ୍କ ସହ ରହିଛି ଆପତ୍ତିଜନକ ଅବସ୍ଥାର ଅନେକ ଫଟୋ।

Related Topics
Explore more stories