Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ କାର୍ଯ୍ୟାଳୟରୁ ହଟିଲା 5T ଓ ମୋ ସରକାର

Smruti Parija
Browse all articles by Smruti Parija
·2 years ago
ସରକାରୀ କାର୍ଯ୍ୟାଳୟରୁ ହଟିଲା 5T ଓ ମୋ ସରକାର

Key Points

ହଟିଲା 5T ।

ଭୁବନେଶ୍ୱର: ହଟିଲା 5T । ସମସ୍ତ ସରକାରୀ କାର୍ଯ୍ୟାଳୟରୁ 5T ବୋର୍ଡ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଲେ ବିଭାଗୀୟ ସଚିବ ।

ସେପଟେ 5T ହଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । 5T ମୋ ସରକାର ବିଜେପି ସରକାର ପାଇଁ କିଛି ଆବଶ୍ୟକତା ନାହିଁ । ବିଜେପି ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରିବ । 5T ନାଁ ରେ ଗୋଟେ ଭୟ ସୃଷ୍ଟି କରାଯାଉଥିଲା । ରାଜନୀତି କଣ୍ଟ୍ରୋଲ କରାଯାଉଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Removed 5T from public office and my government | Argus News