Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରୁ ହଟିଲା କଟକଣା 

Manini Pattanayak
Browse all articles by Manini Pattanayak
·2 years ago
ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରୁ ହଟିଲା କଟକଣା 

ସମ୍ବଲପୁର: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରୁ ହଟିଲା କଟକଣା ।  କଟକଣା ପ୍ରତ୍ୟାହାର କଲେ ସମ୍ବଲପୁର ଜିଲ୍ଲାପାଳ । ବର୍ଷେ ପାଇଁ ଧାର୍ମିକ ଶୋଭାଯାତ୍ରାରେ ଲାଗିଥିଲା କଟକଣା ।

ମହରମ ପର୍ବ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବସିଥିଲା ସମନ୍ବୟ ବୈଠକ । ମହରମ ପର୍ବରେ ଶୋଭାଯାତ୍ରା ପାଇଁ ଦିଆଗଲା ଅନୁମତି । ଗତବର୍ଷ ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହିଂସା ହୋଇଥିଲା । ହିଂସାରେ ପୋଡାଜଳା ସହ ହତ୍ୟାକାଣ୍ତ ଘଟିଥିଲା । ଏହାକୁ ନଜରରେ ରଖି ଜିଲ୍ଲା ପ୍ରସାଶନ ଗୋଟିଏ ବର୍ଷ ପାଇ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଇଥିଲା।

ଅଧିକ ପଢନ୍ତୁ ଓଡିଶା ଖବରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Restrictions lifted on religious processions in Sambalpur | Argus News