|
logo
Live

Argus News - ଭିଜିଲାନ୍ସ ଜାଲରେ କେଶାଇବାହାଲ ଆରଆଇ ଓ ଅମିନ

Odisha

ଭିଜିଲାନ୍ସ ଜାଲରେ କେଶାଇବାହାଲ ଆରଆଇ ଓ ଅମିନ

Ritu Das
Browse all articles by Ritu Das
·1 year ago
ଭିଜିଲାନ୍ସ ଜାଲରେ କେଶାଇବାହାଲ ଆରଆଇ ଓ ଅମିନ

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ କେଶାଇବାହାଲ ଆରଆଇ ଓ ଅମିନ। ଜମିଜମା କାଗଜ ବାବଦକୁ ଲଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଜମିଜମା କାଗଜ ବାବଦକୁ ସାଲୋହି ଗ୍ରାମର ଶିବ ଚରଣ କଉଡିଙ୍କ ଠାରୁ ୭୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ ଓ ଅମିନ। 

ପୂର୍ବରୁ ୩ହଜାର ଟଙ୍କା ନେଇଥିବା ବେଳେ ଆଜି ୭ହଜାର ଟଙ୍କା ନେଉଥିଲେ। ଭିଜିଲାନ୍ସ ଦ୍ବାରା ଆରଆଇ ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭିଜିଲାନ୍ସ ଜାଲରେ କେଶାଇବାହାଲ ଆରଆଇ ଓ ଅମିନ | Argus News