Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Manini Pattanayak
Browse all articles by Manini Pattanayak
·2 years ago·1 min read
ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ରୁବେଲା ଭାଇରସକୁ ନେଇ  ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ । ସେଥି ପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ  ରାସେସ  ଏବଂ ଜ୍ଵର ଆସିଲେ  ଆମେ ରୁବେଲା  ଟେଷ୍ଟି କରିବା ନେଇ ଆମେ ପରାମର୍ଶ ଦେଇଛୁ । ଦୁଇଟି ବ୍ଲକରେ  18  ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ  ଥିଲା । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀ ।  

ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଭୟବିତ କି ଆତଙ୍କିତ ହୁଅନ୍ତୁ ନାହିଁ । ଆମର ଆରଆରଟି ଟିମ୍ ସରଭିଲେନ୍ସ କରୁଛି । ଇମ୍ମୁନାଇଟେସନ କୁ ଗୁରୁତ୍ଵ ଦେଉଚୁ । ବିଶେଷ କରି ବର୍ତମାନ 1 ବର୍ଷ, 6 ବର୍ଷ ଏବଂ 8 ବର୍ଷ  ପିଲା ଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ସେମାନଙ୍କୁ ବେଶୀ ଗୁରୁତ୍ଵ ଦେଉଛୁ । ନୂଆ କେସ ଆସି ନାହିଁ । ସମସ୍ତେ ଷ୍ଟେବୁଲ ଅଛନ୍ତି । ଆମର  ଆରଆରଟି ଟିମ୍ ସରଭିଲେନ୍ସ କରୁଛି । ମୋଟ୍ 18 ସମ୍ପଲରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ । ଏବେ ସ୍ଥିତି ସ୍ୱାଭାବିକ ଅଛି କହିଲେ ସ୍ୱାସ୍ଥ୍ୟ ନିର୍ଦେଶକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Risk for pregnant women 'rubella' virus | Argus News