Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁନାପାଳ ନିକଟରେ ସଡ଼କ ଦୁର୍ଘଟଣା: ୨ ଆହତ

Odisha

ସୁନାପାଳ ନିକଟରେ ସଡ଼କ ଦୁର୍ଘଟଣା: ୨ ଆହତ

Ritu Das
Browse all articles by Ritu Das
·2 years ago
ସୁନାପାଳ ନିକଟରେ ସଡ଼କ ଦୁର୍ଘଟଣା: ୨ ଆହତ

ଅର୍ଗସ ବ୍ୟୁରୋ: ବଡମ୍ବା ବ୍ଲକ ଅନ୍ତର୍ଗତ ମା' ଭଟ୍ଟାରିକା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା କାର। ବଡମ୍ବା ଥାନା ଅଧିନ ସୁନାପାଳ ଗଣେଶ ମନ୍ଦିର ନିକଟରେ କାର ଓଲଟି ଦୁର୍ଘଟଣା ଘଟିଛି। ୨ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତେ ଭୁବନେଶ୍ୱରରୁ ବଡମ୍ବା ଭଟ୍ଟାରିକା ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। 

ତେବେ କାରର ଯାନ୍ତ୍ରିକ ତ୍ରୁଟି ହେତୁ କାର ଦୁର୍ଘଟଣା ହୋଇଥିବା ଚାଳକ କହିଛନ୍ତି। ସ୍ଥାନୀୟ ଲୋକେ କାରରୁ ୯ଜଣଙ୍କୁ ଉଦ୍ଧାର କରିଥିଲେ ସେମାନଙ୍କ ମଧ୍ୟରୁ ୨ଜଣ ସାମାନ୍ୟ ଆହତ ଥିବାରୁ ତାଙ୍କୁ ବଡମ୍ବା ମେଡିକାଲକୁ ପଠାଇଛନ୍ତି। ବଡମ୍ବା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road accident | Argus News