ବିଷାକ୍ତ ମଦ ପିଇ ମୃତ୍ୟୁ ପରେ ରାସ୍ତାଅବରୋଧ
·1 year ago

ଅର୍ଗସ ବ୍ୟୁରୋ: ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଜଣେ ଗୁରୁତରଙ୍କ ମୃତ୍ୟୁ ହେବା ପରେ ଚିକିଟି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । MKCGରେ ଚିକିତ୍ସାଧୀନ ଅବସ୍ଥାରେ ଯୁର ବେହେରାଙ୍କ ମୃତ୍ୟୁ ହୋଇଛି। ମୃତକ ଚିକିଟି ବ୍ଲକ ଜେନାପୁର ବାସିନ୍ଦା। ଗତକାଲି ଡାକ୍ତରଖାନାରେ ଅସୁସ୍ଥଙ୍କୁ ଭେଟିଥିଲେ ଚିକିଟି ବିଧାୟକ, ଅବକାରୀ କମିଶନର ଓ ଗଞ୍ଜାମ ଜିଲ୍ଲାପାଳ । ୨୪ ବର୍ଷର ବିଜେଡି ସରକାର ବିଷାକ୍ତ ମଦ ତିଆରିକୁ ଦେଇଥିଲେ ପ୍ରଶ୍ରୟ । ନୀରିହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଖେଳ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: