Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଖୋଜ ଯୁବକକୁ ପାଣିରେ ଖୋଜୁଛି ରୋବର୍ଟ

Odisha

ନିଖୋଜ ଯୁବକକୁ ପାଣିରେ ଖୋଜୁଛି ରୋବର୍ଟ

Manini Pattanayak
Browse all articles by Manini Pattanayak
·1 year ago
ନିଖୋଜ ଯୁବକକୁ ପାଣିରେ ଖୋଜୁଛି ରୋବର୍ଟ

ଖୋର୍ଦ୍ଧା:  ନିଖୋଜ ଯୁବକକୁ ପାଣିରେ ଖୋଜୁଛି ରୋବର୍ଟ। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବଡ ସାଉଁଳି କଳିଙ୍ଗ ପାହଡ ଅଞ୍ଚଳର ଘଟଣା।  ୩ଜଣ  ଯୁବକ ଓ ଜଣେ ଯୁବତୀ ସାଗଂ ହୋଇ ପାହାଡ ବୁଲିବାକୁ ଆସିଥିବାବେଳେ ରିଲ୍ସ କରୁ କରୁ ଖଣିରେ ଜଣେ ଯୁବକ ଖସି ପଡିଥିଲେ। ତେବେ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ବୁଡି ଯାଇଥିଲେ।

ତେବେ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଯୁବକ 3ଦିନ ହେବ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ  ନିୟୋଜିତ ଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ନୌସେନା ଟିମ ବିଫଳ ହେବାପରେ ଆଜି ଏନଡିଆରଏଫ ଓ ରୋବର୍ଟ ପାଣିରେ ନିଖୋଜ ଯୁବକକୁ ଖୋଜୁଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Robert is searching for the missing youth in the water in khordha | Argus News