Videos
|
Odisha

ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ୱୀକାର କଲେ ରୋହିତ୍‌

Banajyotshna Ray
Browse all articles by Banajyotshna Ray
·2 years ago
ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ୱୀକାର କଲେ ରୋହିତ୍‌

ଅର୍ଗସ ବ୍ୟୁରୋ:  ନିଜର ଭୁଲ୍ ସ୍ୱୀକାର କଲେ ରୋହିତ ପୁଜାରୀ। ସମ୍ବଲପୁରରେ ଥିବା ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ୱୀକାର କରିବା ସହ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟକୁ ଶିକ୍ଷକ ଦେବାକୁ ପ୍ରତିଶୃତି ଦେଇଛନ୍ତି ରୋହିତ୍। ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଶୃଷ୍ଟି ହୋଇଛି। ୨୫ ବର୍ଷ ସରକାରର ରୂପାନ୍ତରଣକୁ ନେଇ ବିରୋଧୀ ମାନ ପ୍ରଶ୍ନ ଉଠାଉଥିବା ବେଳେ ଏହାକୁ ସ୍ୱୀକାର କରିଛନ୍ତି ରୋହିତ୍ । କେବଳ ବିଦ୍ୟାଳୟରେ ଶିକ୍ଷକ ନଥିବା କଥା ସ୍ୱୀକାର କରି ନାହାନ୍ତି ବରଂ ବୁର୍ଲା ଭିମସାରରେ ଡାକ୍ତର ନଥିବାକୁ ମଧ୍ୟ ସ୍ୱୀକାର କରିଛନ୍ତି। ଆଉ ଏକ ସଭାରେ ପୁରୁଣା ଭୂଲକୁ ସ୍ୱିକାର କରିବା ସହ ପ୍ରତିଶ୍ରୁତି ଅଜାଡି ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rohit admits that there is no teacher in the school | Argus News