Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୀର୍ଘ 12 ବର୍ଷର ଅପେକ୍ଷାର ହେବ ଅନ୍ତ, ଉଦଘାଟନ ହେବ ନନ୍ଦନକାନନ ରୋପଓ୍ୱେ

Odisha

ଦୀର୍ଘ 12 ବର୍ଷର ଅପେକ୍ଷାର ହେବ ଅନ୍ତ, ଉଦଘାଟନ ହେବ ନନ୍ଦନକାନନ ରୋପଓ୍ୱେ

Banajyotshna Ray
Browse all articles by Banajyotshna Ray
·2 years ago
ଦୀର୍ଘ 12 ବର୍ଷର ଅପେକ୍ଷାର ହେବ ଅନ୍ତ, ଉଦଘାଟନ ହେବ ନନ୍ଦନକାନନ ରୋପଓ୍ୱେ

ଅର୍ଗସ ବ୍ୟୁରୋ:  ଦୀର୍ଘ 12 ବର୍ଷର ଅପେକ୍ଷାର ହେବ ଅନ୍ତ । ଆଜି ଉଦଘାଟନ ହେବ ନନ୍ଦନକାନନ ରୋପଓ୍ୱେ। ଅପରାହ୍ନ 4ଟାରେ ଏହାର ଉଦଘାଟନ ହେବ।ଯାହାଫଳରେ ଆସନ୍ତାକାଲିଠୁ ପର୍ଯ୍ୟଟକମାନେ ଏହାଦ୍ୱାରା ବୁଲିବାର ମଜା ଉଠାଇପାରିବେ । ସୋମବାର ବ୍ୟତୀତ ପ୍ରତ୍ୟେକ ଦିନ ସକାଳ 8ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ରୋପଓ୍ୱେ ବୁଲିପାରିବେ । ରୋପଓ୍ୱେରେ ବୁଲିବା ପାଇଁ ଟିକେଟ ମୂଲ୍ୟ 120 ଟଙ୍କା ଧାର୍ଯ୍ୟ କରାଯାଇଛି । 12 ବର୍ଷର କମ୍ ବୟସର ପିଲାଙ୍କ ପାଇଁ ଏହି ଦର ଲାଗୁ ହେବ ନାହିଁ।

ଅଧିକ ପଢନ୍ତୁ: ଇସ୍ରାଏଲରୁ ଆସିଥିବା ସିଂହୀ ବିନିର ମୃତ୍ୟୁ ହୋଇଛି

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ropeway Facility At Nandankanan To Restart For Visitors From November 18 | Argus News