Sex Racket Busted / ରାଉରକେଲାରେ ସେକ୍ସ ରାକେଟ ଠାବ,୨ ଯୁବତୀ ଉଦ୍ଧାର, ୩ ଅଟକ
·1 month ago·2 min read

Key Points
ରାଉରକେଲାରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ
ରାଉରକେଲା ପୋଲିସ ଏହାକୁ ଠାବ କରିଛି
ରାଣୀ ମହୁମାଛି ସହ ୨ ଜଣ ଯୁବତୀ ଅଟକ
ରାଉରକେଲା ପୋଲିସ ଏହାକୁ ଠାବ କରିଛି
ରାଣୀ ମହୁମାଛି ସହ ୨ ଜଣ ଯୁବତୀ ଅଟକ
ରାଉରକେଲ୍ଲା,୦୩/୦୮: ରାଉରକେଲା ସହରରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ ହୋଇଛି। ରାଉରକେଲା ପୋଲିସ ଏହାକୁ ଠାବ କରିଛି। ଏଥିରେ ରାଣୀ ମହୁମାଛି ସହ ୨ ଜଣ ଯୁବତୀଙ୍କୁ ରଖି ପୋଲିସର ତନାଘନା ଆରମ୍ଭ କରିଛି।
ରାଉରକେଲା ସହରର ସିଭିଲ ଟାଉନ ସିପ୍ ଅଞ୍ଚଳରେ ଏକ ବାସ ଭବନରେ ଚାଲିଥିଲା ଖବର ପାଇ ପୋଲିସର କଲା ଚଢ଼ାଉ । ରାଉରକେଲା ସହରର ଦେହ ବ୍ୟପାର ଘଟଣାରେ ପୋଲିସ ୩ ଜଣ ଗ୍ରାହକକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି। ଜଣେ ମହିଳା ସିଭିଲ ଟାଉନସିପ୍ର ଏକ ଘର ଭଡ଼ା ଚଳାଇଥିଲେ ସେକ୍ସ ରାକେଟ୍। ରଘୁନାଥପାଲି ଥାନାରେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ। ଗତକାଲି ସନ୍ଧ୍ୟାରେ ପୁଲିସ ଏକ ଟିମ୍ ହଠାତ୍ ସେହି ଭଡ଼ା ଘରେ ଚଢ଼ାଉ କରିଥିଲା। ସେହି ସମୟ ଅସଞ୍ଜତ ଅବସ୍ଥାରେ ୨ ଯୁବତୀଙ୍କ ସମେତ ୩ ଯୁବକ ଧରିଥିଲା ପୁଲିସ। ସମସ୍ତ ଥାନାକୁ ଉଠାଇଆଣି ପଚରାଉଚରା କରୁଛି। ତେବେ ଧରାପଡ଼ିଥିବା ଯୁବକମାନେ ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ୍ ଏ ନେଇ ଘଟଣାର ତଦନ୍ତ ଚଳାଇଛି।
ପଢନ୍ତୁ ଏହି ଖବର: ଲିଭଇନରେ ରହି ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ
ସେକ୍ସ ରାକେଟ୍ ଏବେ ବହୂମାତ୍ରାରେ ବଢି ଯାଇଛି। ଦଲାଲ ମାନେ ବିଭିନ୍ନ ଉପାୟରେ ଚଲାଉଛନ୍ତି ସେକ୍ସ ରାକେଟ୍। ଗତ କିଛିଦିନ ତଳେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଚାଲିଥିଲା ସେକ୍ସ ରାକେଟ୍। ଚଢ଼ଉ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ନୂଆ ତଥ୍ୟ ପାଇଥିଲା। । ଏହି ଘଟଣାରେ ମାଷ୍ଟରମାଇଣ୍ଡ ଦୀପକ ଦାସ ଓ ସସ୍ମିତା ପ୍ରଧାନଙ୍କୁ ପୁଲିସ୍ ଗିରଫ କରିଥିଲା କମିଶନରେଟ ପୋଲିସ୍। ଚାକିରିର ଲୋଭ ଦେଖାଇ ଯୁବତୀ ଓ ମହିଳାଙ୍କୁ ଏମାନେ ଅନୈତିକ କାର୍ଯ୍ୟରେ ଲାଗାଉଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଦୀପକଙ୍କ ଘର ଯାଜପୁର ଜିଲ୍ଳା ଦଶରଥପୁର ଗାଁରେ । ପତ୍ନୀ ସସ୍ମିତାଙ୍କ ଘର ଖୋର୍ଦ୍ଧା ଟାଙ୍ଗୀ ବଡ଼ପାରି । ଏମାନେ ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟରେ ଏକ ଆୟୁର୍ବେଦିକ ପାର୍ଲର କରିଥିଲେ । ପାର୍ଲର ନାଁରେ ଏମାନେ ଗତ କିଛି ମାସ ହେବ ସେକ୍ସ ରାକେଟ୍ ଚଳାଉଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାକିରି ଖୋଜୁଥିବା ମହିଳା ଓ ଯୁବତୀଙ୍କୁ ସସ୍ମିତା ଯୋଗାଯୋଗ କରୁଥିଲେ । ତା’ପରେ ତାଙ୍କୁ ଦେହ ବେପାରରେ ଲଗାଉଥିଲେ । ଯଦି କେହି ବିରୋଧ କରୁଥିଲେ ଏହି ଦମ୍ପତି ସେମାନଙ୍କୁ ଧମକ ଦେଉଥିଲେ । ଫଳରେ ଭୟରେ କେହି ମୁହଁ ଖୋଲୁ ନଥିଲେ । ଏମିତିକି କିଛି ଯୁବତୀ ଲୁଚି କାମ ଛାଡି ପଳାଇଥିଲେ। ଲୋକ ଲଜ୍ଜ୍ୟା ଭୟରେ ଥାନାରେ ଏତଲା ଦେଉ ନଥିଲେ କି ଘଟଣା ବିଷୟରେ କାହାକୁ ଜଣାଉ ନଥିଲେ । ଗତକାଲି ଜଣେ ଯୁବତୀ ଏହାକୁ ବିରୋଧ କରିବା ସହ ଥାନାକୁ ଆସି ଅଭିଯୋଗ କରିଥିଲା । ପୁଲିସ୍ ତୁରନ୍ତ ସେଠାରେ ଚଢ଼ଉ କରି ଅନ୍ୟ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୀପକ ଓ ସସ୍ମିତାଙ୍କୁ ଗିରଫ କରିଥିଲା
Related Topics
Explore more stories