Acquitted After 20 Years / ୫୨ ଟଙ୍କାର ଚୋରି ମାମଲା: ୨୦ ବର୍ଷ ପରେ ଦୋଷମୁକ୍ତ
·3 months ago·3 min read

Key Points
୫୨ ଟଙ୍କାର ଚୋରି ମାମଲାରି ଶୁଣାଣି
୨୦ ବର୍ଷ ପରେ ଦୋଷମୁକ୍ତ
୨୦୦୬ରେ ୫୨ ଟଙ୍କାର ଗୁଟଖା ଓ ସିଗାରେଟ ଚୋରି
୪ ଜଣକୁ ଚୋରି ଅଭିଯୋଗରେ ଗିରଫ କରିଥିଲା ପୋଲିସ
୨୦ ବର୍ଷ ପରେ ସମସ୍ତଙ୍କୁ କଲୋ ଦୋଷ ମୁକ୍ତ
୨୦ ବର୍ଷ ପରେ ଦୋଷମୁକ୍ତ
୨୦୦୬ରେ ୫୨ ଟଙ୍କାର ଗୁଟଖା ଓ ସିଗାରେଟ ଚୋରି
୪ ଜଣକୁ ଚୋରି ଅଭିଯୋଗରେ ଗିରଫ କରିଥିଲା ପୋଲିସ
୨୦ ବର୍ଷ ପରେ ସମସ୍ତଙ୍କୁ କଲୋ ଦୋଷ ମୁକ୍ତ
କୁଚିଣ୍ଡା,୨୦/୦୫: : ମାତ୍ର ୫୨ ଟଙ୍କାର ଗୁଟଖା ଓ ସିଗାରେଟ ଚୋରି ମାମଲାର ଶୁଣାଣି। ତାହା ପୁଣି ୨୦ ବର୍ଷ ପରେ। ୨୦ ବର୍ଷ ପରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ କୁଚିଣ୍ଡା ଏସଡିଜେଏମ କୋର୍ଟ। ୨୦୦୬ ମସିହାରେ ସମ୍ବଲପୁର ଜିଲ୍ଲା ବାମରାର ସ୍ୱର୍ଗତ ପ୍ରଫୁଲ୍ଲ ସାହୁଙ୍କ ଷ୍ଟେସନ ବସ୍ତି ସ୍ଥିତ ପାନ ଦୋକାନରୁ ମୋଟ ୫୨ ଟଙ୍କା ମୂଲ୍ୟର ଗୁଟଖା ଓ ସିଗାରେଟ ଚୋରି ହୋଇଥିଲା।
ନ୍ୟାୟ ପାଇଁ ଲାଗିଲା ୨୦ ବର୍ଷ, ୩ ଜଣଙ୍କୁ ୨୦ ବର୍ଷ ପରେ ଦୋଷମୁକ୍ତ କଲେ କୁଚିଣ୍ଡା ଏସଡିଜେଏମ କୋର୍ଟ। ଅଭିଯୋଗ ମାତ୍ର ୫୨ ଟଙ୍କାର ଗୁଟଖା ଚୋରି, ଅଭିଯୋଗକାରୀ ଓ ଜଣେ ଅଭିଯୁକ୍ତଙ୍କ ପରଲୋକ ହୋଇ ଯାଇଥିବା ବେଳେ, କୋର୍ଟରେ ହାଜର ନ ହେବାରୁ ୨ଅଭିଯୁକ୍ତ ଓ ଜଣେ କ୍ରେତା ଙ୍କୁ ମିଶାଇ ୩ ଜଣ ଙ୍କୁ କୋର୍ଟ ଚାଲାଣ କଳା ପୋଲିସ। ଦୀର୍ଘ ୨୦ ବର୍ଷ କୋର୍ଟ କଚେରୀ ମାମଲାରେ ପେଶୀ ହୋଇ ହତାଶ ହୋଇଥିବା ବେଳେ, ଅସନ୍ତୋଷ ବ୍ୟକ୍ତ କରୁଥିଲେ, ହେଲେ ମାନ୍ୟବର କୋର୍ଟ ସମସ୍ତଙ୍କୁ ଦୋଷ ମୁକ୍ତ କରିଥିବା ବେଳେ ଆଶ୍ବସ୍ତ ହୋଇଛନ୍ତି। ସାଧାରଣତଃ ଲକ୍ଷାଧିକ ଟଙ୍କାର ଚୋରି, ବଡ଼ ବଡ଼ ଡକାୟତି କିମ୍ବା ବହୁ ଚର୍ଚ୍ଚିତ ଅପରାଧିକ ମାମଲା କୋର୍ଟରେ ବିଚାରାଧିନ ଥାଇ ବର୍ଷ ବର୍ଷ ଧରି ଝୁଲି ରହିଥାଏ । କିନ୍ତୁ ଉକ୍ତ ଘଟଣାକୁ ନେଇ ନା ତ ସରକାର, କିମ୍ବା ପ୍ରଶାସନ ଅବା ଅଦାଲତ କୌଣସି ପ୍ରକାର ତତ୍ପରତା ମଧ୍ୟ ଦେଖାଉ ନ ଥିବା ସାଧାରଣରେ ପରିଲକ୍ଷିତ ହୋଇଥାଏ । ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। କାରଣ ମାମଲାଟି ହେଉଛି ମାତ୍ର ୫୨ ଟଙ୍କାର ଗୁଟଖା ଓ ସିଗାରେଟ ଚୋରି । ଆଉ ସବୁଠାରୁ ମଜା କଥା ହେଲା, ଉକ୍ତ ଘଟଣାରେ ପୋଲିସ ପ୍ରାୟ ୨୦ ବର୍ଷ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।
ପଢନ୍ତୁ ଏହି ଖବର: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ଅଭିଯୋଗ ଅନୁସାରେ, ସମ୍ବଲପୁର ଜିଲ୍ଲା ବାମରା ର ସ୍ୱର୍ଗତ ପ୍ରଫୁଲ୍ଲ ସାହୁଙ୍କ ଷ୍ଟେସନ ବସ୍ତି ସ୍ଥିତ ପାନ ଦୋକାନରୁ ଗତ ୨୦୦୬ ମସିହାରେ ମୋଟ ୫୨ ଟଙ୍କା ମୂଲ୍ୟର ଗୁଟଖା ଓ ସିଗାରେଟ ଚୋରି ହୋଇଥିଲା । ଏ ନେଇ ସେ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ତତ୍କାଳୀନ ପୋଲିସ ମାମଲା ରୁଜୁ କରିଥିଲେ । ତଦନ୍ତ ପରେ ନୁନିଆମୁଣ୍ଡା ଗ୍ରାମର ୪ ଜଣକୁ ଚୋରି ଅଭିଯୋଗରେ ଏବଂ କେଛୁପାଣି ଗ୍ରାମର ଜଣକୁ ଚୋରି ଜିନିଷ କିଣିବା ଅଭିଯୋଗରେ ଗିରଫ କୋର୍ଟ ଚାଲାଣ କରିଥିଲା ପୋଲିସ। କିଛିଦିନ ଜେଲରେ ରହିଲା ପରେ ସେମାନେ ଜାମିନରେ ମୁକ୍ତ ହୋଇଥିଲେ ଓ ନିୟମିତ କୋର୍ଟରେ ହାଜର ମଧ୍ୟ ହେଉଥିଲେ। ମାତ୍ର ସମୟ ସହ ଘଟଣାର ଚିତ୍ର ମଧ୍ୟ ବଦଳି ଯାଇଥିଲା । ଇତି ମଧ୍ୟରେ ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ସମେତ ଅଭିଯୋଗକାରୀ ପ୍ରଫୁଲ୍ଲ ସାହୁଙ୍କ ପରଲୋକ ହୋଇଯାଇଛି। ମାମଲାଟି କୋର୍ଟରେ ଧିମେଇ ଯିବା ସହ ନୋଟିସ ଆସିବା ମଧ୍ୟ କମି ଯାଇଥିଲା । ଫଳ ସ୍ୱରୂପ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ କୋର୍ଟରେ ହାଜର ହେବା ମଧ୍ୟ ଏକ ରକମ ବନ୍ଦ କରି ଦେଇ ଭୁଲି ଯାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ କିଛି ଦିନ ତଳେ ହଠାତ କୋର୍ଟରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା। ଶେଷରେ ଗୋବିନ୍ଦପୁର ପୋଲିସ ନିୟମ ଅନୁସାରେ ନୁନିଆମୁଣ୍ଡା ଗ୍ରାମର ଗଣେଶ ଜୟପୁରିଆ, ଉମେଶ ଓରଫ ଅମେଶ ବଙ୍କରାଙ୍କୁ ଚୋରି ଅଭିଯୋଗରେ ଏବଂ କେଛୁପାଣି ଗ୍ରାମର ହେମନ୍ତ ସାହୁଙ୍କୁ ଚୋରି ଜିନିଷ କିଣିବା ଅଭିଯୋଗରେ ଗିରଫ କରି କୁଚିଣ୍ଡା କୋର୍ଟକୁ ଚାଲାଣ କରିଥିଲେ।
Related Topics
Explore more stories