Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ପହଞ୍ଚିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

Ritu Das
Browse all articles by Ritu Das
·2 years ago
ଭୁବନେଶ୍ବରରେ ପହଞ୍ଚିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ଆରଏସଏସର ମୁଖ୍ୟ ମୋହନ ଭାଗବତ। ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଛି । 

ଆଜି ସୋଆ ବିଶ୍ବ ବିଦ୍ୟାଳୟରେ ଥିବା ସର୍ବଭାଷା ସାହିତ୍ୟିକ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RSS Chief Mohan | Argus News