ଖୁବଶୀଘ୍ର ସମ୍ବଲପୁର ଓ ଭୁବନେଶ୍ୱର ରିଙ୍ଗ ରୋଡ଼ ନିର୍ମାଣ କାମ: ନୀତିନ ଗଡ଼କରୀ
·2 years ago

ଅର୍ଗସ ବ୍ୟୁରୋ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା। ଆକ୍ଟୋବରରୁ ଆରମ୍ଭ ହେବ ସମ୍ବଲପୁର ଓ ଭୁବନେଶ୍ବର ରିଙ୍ଗ ରୋଡ଼ ନିର୍ମାଣ କାମ। ସମ୍ବଲପୁରରେ ବହୁ ପ୍ରତିକ୍ଷୀତ ରିଙ୍ଗରୋଡ଼ ନିର୍ମାଣରେ 1333 କୋଟି ଟଙ୍କା ଖର୍ଚ୍ଚ କରିବେ ମୋଦି ସରକାର। ଓଡ଼ିଶାରେ ନିର୍ମାଣାଧୀନ ଓ ମଞ୍ଜୁର ପ୍ରାପ୍ତ ଜାତୀୟ ରାଜପଥ ପ୍ରକଳ୍ପ ନେଇ ଦେଲେ ସୂଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
