|
logo
Live

Argus News - ସମ୍ୱଲପୁର: ସାଧାରଣ ସଭାରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ

Odisha

ସମ୍ୱଲପୁର: ସାଧାରଣ ସଭାରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago
ସମ୍ୱଲପୁର: ସାଧାରଣ ସଭାରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଗ୍ରାମୀଣ ପାର୍କଠାରେ ସହିଦ ମଧୁ ଗଡତିଆଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ଜଙ୍ଘା ଲିଙ୍ଗା ବଡଦେଓ ଶୋଭାଯାତ୍ରାରେ ସାମିଲ ହେବା ସହ ସାଧାରଣ ସଭାରେ ଯୋଗଦେବେ ଧର୍ମେନ୍ଦ୍ର । ଅପରାହ୍ନରେ ଭତରା ଆଦିତ୍ୟ କଲ୍ୟାଣ ମଣ୍ତପରେ ଲାର୍ଭାର୍ଥୀ ବୈଠକରେ ସାମିଲ୍ ହେବେ । ସନ୍ଧ୍ୟାରେ ଅଇଠାଁପାଲି ପିଏଚଡି ପଡିଆରେ ଆୟୋଜିତ ଜାତୀୟ ଆଦିବାସୀ ମହୋତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସମ୍ୱଲପୁର: ସାଧାରଣ ସଭାରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ | Argus News