Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହିଟ୍‌ ୱେଭ୍‌ : ବଦଳିଲା ସ୍କୁଲ ଖୋଲିବା ସମୟ

Odisha

ହିଟ୍‌ ୱେଭ୍‌ : ବଦଳିଲା ସ୍କୁଲ ଖୋଲିବା ସମୟ

Banajyotshna Ray
Browse all articles by Banajyotshna Ray
·2 years ago
ହିଟ୍‌ ୱେଭ୍‌ : ବଦଳିଲା ସ୍କୁଲ ଖୋଲିବା ସମୟ

ଅର୍ଗସ ବ୍ୟୁରୋ: ହିଟ୍ ଓ୍ୱେଭ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା | ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ | ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢେ 6ଟାରୁ ସାଢେ 10ଟା ଯାଏଁ ଖୋଲା ରହିବା ପାଇଁ ନିର୍ଦ୍ଦେଶ | ସେହିପରି କର୍ମ କ୍ଷେତ୍ରରେ ଶ୍ରମିକମାନେ ମଧ୍ୟ 11ଟାରୁ ଅପରାହ୍ନ 3ଟା30 ଯାଏଁ କାମ କରିବା ଉପରେ କଟକଣା ଲଗାଯାଇଛି |

ଏହା ସହ ହସ୍ପିଟାଲ ଗୁଡିକରେ ଅଂଶୁଘାତ ଓ୍ୱାର୍ଡ ଖୋଲିବା ନେଇ ନିର୍ଦ୍ଦେଶ ଦେବା ସହ ସମିକ୍ଷା କରିଛନ୍ତି | ଜଳଛତ୍ର ଖୋଲିବା ସହ ଜଳକଷ୍ଟ ଭୋଗୁଥିବା ଅଂଚଳରେ ଓ୍ବାଟର ଟେଙ୍କ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ଏନେଇ  ଜିଲ୍ଲାର ସମସ୍ତ ବିଡିଓ, ତହସିଲାଦର, ସିଡିଏମଓ, ଡିଇଓ ଓ ସମସ୍ତ ବିଇଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sambalpur district administration directive for heat wave | Argus News