Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର ଫୁଡ୍‌ର ଏକ ନିଆରା ସ୍ଵାଦ ଅଛି : ଧର୍ମେନ୍ଦ୍ର  

Manini Pattanayak
Browse all articles by Manini Pattanayak
·2 years ago·1 min read
ସମ୍ବଲପୁର ଫୁଡ୍‌ର ଏକ ନିଆରା ସ୍ଵାଦ ଅଛି : ଧର୍ମେନ୍ଦ୍ର  

ସମ୍ବଲପୁର: ଆଜି ଜିଲ୍ଲା ବାର ଆସୋସିଏସନର ପହଞ୍ଚି ଆଲୋଚନା କରିବା ସହିତ ପାଖରେ ଥିବା ଏକ ଦୋକାନରେ ପକୁଡ଼ି ଖାଇଥିଲେ। ସମ୍ବଲପୁର ବାର ପକୁଡ଼ି ବିଷୟରେ ଆଗରୁ ଶୁଣିଥିଲି। ଆଜି ବନ୍ଧୁ ମାନଙ୍କ ସହ ପକୁଡ଼ି ଖାଇଲି। ସମ୍ବଲପୁର ଫୁଡ୍ ର ଏକ ନିଆରା ସ୍ଵାଦ ଅଛି ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବେହେରା ଭାଇ ଦୋକାନରେ ପକୁଡ଼ି ଖାଇ ବହୁତ୍ ଭଲ ଲାଗିଲା। ଦୁଇ ଦାମ୍ପତ୍ୟ ଙ୍କ ଠୁ ପକୁଡ଼ି ଖାଇ ବହୁତ୍ ଖୁସି ଲାଗିଲା।

ଅଧିକ ଖୁସି ଲାଗିଲା ମୁଁ ପକୁଡ଼ି ଖାଇ ସାରି ଡିଜିଟାଲ ପେମେଣ୍ଟ ଦେଲି।  ଏଥିସହିତ ସମ୍ବଲପୁର ସ୍ଥିତ ଜିଲ୍ଲା ବାର ଆସୋସିଏସନର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ବାର ଆସୋସିଏସନ ରେ  ଅନୁଭବି ଓ ଗୁରୁଜନ ସିନିୟର୍ ଓକିଲ ସହ ଦେଖା ହେବା ସହ ଏହି ଅଞ୍ଚଳର ଅନେକ ବିକାଶ ନିମନ୍ତେ ଉପଦେଶ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।   ।  

ଅଧିକ ପଢନ୍ତୁ : ବାର ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sambalpur food has a unique taste: DharmendraPradhan | Argus News