Videos
|
Odisha

ପ୍ରତିବାଦକାରୀଙ୍କୁ ପିଟିଲେ ସମୀରଙ୍କ ଗୁଣ୍ଡା

Banajyotshna Ray
Browse all articles by Banajyotshna Ray
·2 years ago
ପ୍ରତିବାଦକାରୀଙ୍କୁ ପିଟିଲେ ସମୀରଙ୍କ ଗୁଣ୍ଡା

ଅର୍ଗସ ବ୍ୟୁରୋ: ପ୍ରତିବାଦକାରୀଙ୍କୁ ପିଟିଲେ ସମୀରଙ୍କ ଗୁଣ୍ଡା। ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ସମୀର ଦାସଙ୍କ ଦବଙ୍ଗଗିରି। ଅଭିଯୁକ୍ତଙ୍କୁ କେବେ ବାନ୍ଧିବ ପୋଲିସ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଯାଇଥିବା ବେଳେ ସେଠାରେ ବିଧାୟକଙ୍କୁ ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ। ବିରୋଧ କଲେ କଳା ପତାକା ବି ପ୍ରଦର୍ଶନ କରିଥିଲେ।

ଯେଉଁଥିରେ ରାଗି ଉଠିଥିଲେ ସମୀର ଦାସଙ୍କ ସମର୍ଥକ। ପ୍ରତିବାଦକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ବି ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କାହିଁକି ବାନ୍ଧୁ ବିନ ପୋଲିସ। ପୋଲିସ ଉପରେ ଚାପ ପକାଉଛନ୍ତି କି ସମୀର ଦାସ। ବିଭିନ୍ନ ଦିଗକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sameer's goons beat the protesters | Argus News