ଉତ୍ତର ଓଡ଼ିଶାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ
·2 years ago

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ। ସାଳନ୍ଦୀରୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରୁ ବୈତରଣୀ।
ସବୁଠି ଦିନ ରାତି ଅହରହ ବାଲି ଚୋରା ଚାଲାଣ। ବାଗୁଡ଼ି ଓ ଶୁଆଶାରୀ ପାହାଡ଼ରୁ ଥମୁନି କଳାପଥର ଲୁଟ୍। ଲୁଟ୍ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ। ମାଫିଆ ମାଲାମାଲ୍, ସଲାସୁତୁରାରେ ଚୁପ୍ ରାଜସ୍ବ ବିଭାଗ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: