Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଲି ବୋଝେଇ ଟ୍ରାକ୍ଟର ଜବତ: ବାଲି ମାଫିଆ, ଡ୍ରାଇଭର ଫେରାର

Odisha

ବାଲି ବୋଝେଇ ଟ୍ରାକ୍ଟର ଜବତ: ବାଲି ମାଫିଆ, ଡ୍ରାଇଭର ଫେରାର

Banajyotshna Ray
Browse all articles by Banajyotshna Ray
·2 years ago
ବାଲି ବୋଝେଇ ଟ୍ରାକ୍ଟର ଜବତ: ବାଲି ମାଫିଆ, ଡ୍ରାଇଭର ଫେରାର

ଅର୍ଗସ ବ୍ୟୁରୋ:  ଅନୁଗୁଳ ସିଆରିମାଳିଆ ନାଳରୁ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଛେଣ୍ତିପଦା ବନାଞ୍ଚଳ ତଥା ଛେଣ୍ତିପଦା ସଂରକ୍ଷିତ ଜଙ୍ଗଲରେ ଥିବା ସିଆରିମାଳିଆ ନାଳରୁ ଦୀର୍ଘ ଦିନ ହେବ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ବନବିଭାଗ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି l ଘଟଣାସ୍ଥଳରୁ ବାଲି ମାଫିଆ, ଡ୍ରାଇଭର, ଶ୍ରମିକମାନେ ଫେରାର ହୋଇଯାଇଛନ୍ତି । ବନବିଭାଗ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛି । ବାରମ୍ୱାର ଏପରି ଘଟଣା ଘଟୁଥିବାବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sand tractor seized: Sand mafia, driver missing | Argus News