Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ପୁଣି ଗର୍ଜିଲେ ସରପଞ୍ଚ 

Manini Pattanayak
Browse all articles by Manini Pattanayak
·2 years ago
ରାଜଧାନୀରେ ପୁଣି ଗର୍ଜିଲେ ସରପଞ୍ଚ 

ଭୁବନେଶ୍ୱର:  ରାଜଧାନୀରେ ପୁଣି ଗର୍ଜିଲେ ସରପଞ୍ଚ । ଶିଶୁଭବନ ଛକରେ ପୋଲିସ ସହ ମୁହାଁମୁହିଁ । ନବୀନ ନିବାସ ଯିବା ସମୟରେ ଅଟକାଇଲା ପୋଲିସ ।

ତ୍ରିସ୍ତରୀୟ ପଞ୍ଚାୟତରାଳ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରୁଥିବାରୁ ୧୫ ଦଫା ଦାବି ନେଇ ରାଜ୍ୟ ସରପଞ୍ଚ ମହାସଙ୍ଘର ପ୍ରତିବାଦ । ଆନ୍ଦୋଳନରେ ୬ ହଜାରରୁ ଅଧିକ ସରପଞ୍ଚ ସାମିଲ ହୋଇଛନ୍ତି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sarapanch roared again in the capital. Confrontation with the police at sisubhawan Street. | Argus News