Videos
|
Odisha

New Bhubaneswar DCP / ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ବରର ନୂଆ ଡିସିପି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ବରର ନୂଆ ଡିସିପି
Bhubaneswar New DCP

Key Points

IPS ସ୍ତରରେ ଅଦଳବଦଳ କଲେ ସରକାର
ସର୍ବଣା ବିବେକ ଏମ୍‌ ହେଲେ ଭୁବନେଶ୍ବର ଡିସିପି
ଅଭିନବ ସୋନକର ହେଲେ ବ୍ରହ୍ମପୁର ଏସ୍‌ପି
ରାଜ୍ୟରେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ । ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ବରର ନୂଆ ଡିସିପି । ଜଗମୋହନ ମୀନାଙ୍କ ସ୍ଥାନରେ ନେବେ ଦାୟିତ୍ବ । ବର୍ତ୍ତମାନ ବ୍ରହ୍ମପୁରର ଏସପି ଅଛନ୍ତି ସର୍ବଣା ବିବେକ୍ ଏମ୍ ।


ସେହିପରି ଅଭିବନ ସୋନକର ହେଲେ ବ୍ରହ୍ମପୁରର ନୂଆ ଏସପି । ଏ.ବି ଶିଳ୍ପା ହେଲେ ବରଗଡ଼ର ନୂଆ ଏସଡିପିଓ । ଅଜିଙ୍କ୍ୟ ବି ମାନେ ହେଲେ ଢେଙ୍କାନାଳର ନୂଆ SP ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: