ଏସସିବି ନ୍ୟୁ ମେଡିସିନ ଓ୍ବାର୍ଡରେ ଲିଫ୍ଟ ଅଚଳ: ହଇରାଣ ହେଲେ ରୋଗୀ
·2 years ago

ଅର୍ଗସ ବ୍ୟୁରୋ: କଟକ ଏସସିବି ମେଡିକାଲର ନ୍ୟୁ ମେଡିସିନ ଓ୍ବାର୍ଡରେ ଦୀର୍ଘ ଦିନ ଧରି ଲିଫ୍ଟ ଅଚଳ। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ସୀଡିରେ ବିପଦପୂର୍ଣ୍ଣ ଭାବେ ନିଆଯାଉଛି। ଏଥିରେ ରୋଗୀ ମାନେ ହଇରାଣ ହୋଇଛନ୍ତି।
ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଲିଫ୍ଟରେ ଷ୍ଟ୍ରେଚରରୁ ଓହ୍ଲାଇ ଟେକି ଟେକି ନିଆଯାଉଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: