Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ: କେୟାର ଟେକର ସମେତ 2 ଜଣ ଗୁରୁତର

Odisha

ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ: କେୟାର ଟେକର ସମେତ 2 ଜଣ ଗୁରୁତର

Manini Pattanayak
Browse all articles by Manini Pattanayak
·2 years ago
ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ: କେୟାର ଟେକର ସମେତ 2 ଜଣ ଗୁରୁତର

କଟକ: କଟକ ନିଶ୍ଚିନ୍ତକୋଇଲି ଥାନା ନିକଟରେ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ । ଗାଡିଟି ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଯାଇଥିଲା । ସେଥିରେ ଥିବା 9 ଜଣ ଛାତ୍ର ଛାତ୍ରୀ , ଡ୍ରାଇଭର ଓ କେୟାର ଟେକର ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେମାନଙ୍କୁ  ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।  କେୟାର ଟେକର ସମେତ 2 ଜଣ ଗୁରୁତର ଛାତ୍ରଙ୍କୁ କଟକ ଏସିବିକୁ ସ୍ଥାନାନ୍ତର ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
school bus accident in cuttack nischintakoili | Argus News