School Closed / ପ୍ରବଳ ଖରାରେ ସିଝୁଛି ଦେଶ; ଏଇଠି ବଢିଲା ସ୍କୁଲ ଖରାଛୁଟି
·3 months ago·3 min read

Key Points
ପ୍ରବଳ ଗରମ ପାଇଁ ଅନେକ ରାଜ୍ୟରେ ସ୍କୁଲ ଛୁଟି
କିନ୍ତୁ କିଛି ରାଜ୍ୟରେ ଖରାଛୁଟି ପରେ ଖୋଲିଛି ସ୍କୁଲ
କେଉଁ ରାଜ୍ୟରେ କେବେ ଯାଏଁ ସ୍କୁଲ ବନ୍ଦ ରହିବ ?
କିନ୍ତୁ କିଛି ରାଜ୍ୟରେ ଖରାଛୁଟି ପରେ ଖୋଲିଛି ସ୍କୁଲ
କେଉଁ ରାଜ୍ୟରେ କେବେ ଯାଏଁ ସ୍କୁଲ ବନ୍ଦ ରହିବ ?
ସ୍କୁଲ ପିଲାମାନେ ଜୁନ ମାସକୁ ବେଶ ଉତ୍ସାହର ସହ ଅପେକ୍ଷା କରନ୍ତି । ଏହି ମାସରେ ଅନେକ ସ୍କୁଲ ଖରାଛୁଟି ଆରମ୍ଭ କରନ୍ତି । ଖରାଛୁଟି ହେବା ମାତ୍ରେ ପିଲାମାନେ ସେମାନଙ୍କ ମାମୁଘରକୁ ଯାଆନ୍ତି । କିନ୍ତୁ ଚଳିତ ବର୍ଷ ପ୍ରବଳ ଗରମ ଯୋଗୁଁ ସରକାର ମେ ମାସରେ ଛୁଟି ଘୋଷଣା କରିଥିଲେ, ଯାହା ଦ୍ୱାରା ପିଲାମାନେ ପ୍ରଚଣ୍ଡ ଖରାରୁ ସୁରକ୍ଷିତ ରହିପାରିବେ । ଜୁନରେ ବି ପ୍ରବଳ ଖରା ହେଉଥିବାରୁ କିଛି ରାଜ୍ୟ ଛୁଟି ଅବଧିକୁ ବୃଦ୍ଧି କରିଥିବା ବେଳେ କିଛି ସ୍କୁଲ ମଧ୍ୟ ଖୋଲିଛି ।
ଜାତୀୟ ରାଜଧାନୀରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ମେ ୧୧ ତାରିଖରୁ ସ୍କୁଲଗୁଡ଼ିକ ଖରାଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ଗୁଡ଼ିକ ମେ ୧୧ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରହିବ ଅର୍ଥାତ୍ ଦିଲ୍ଲୀର ସ୍କୁଲଗୁଡ଼ିକ ୫୧ ଦିନ ପାଇଁ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସ୍କୁଲ ଆସାଇନମେଣ୍ଟ ଶେଷ କରିବାକୁ ପଡ଼ିବ ଏବଂ ଛୁଟି ଶେଷ ହେବା ପରେ ସେଗୁଡ଼ିକୁ ଦାଖଲ କରିବାକୁ ପଡ଼ିବ ।

- ୟୁପିରେ ସ୍କୁଲ ଛୁଟି ହ୍ରାସ
- ବିହାରରେ ସବୁଠାରୁ କମ୍ ଗ୍ରୀଷ୍ମ ଛୁଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ହରିୟାଣାରେ ସଅଳ ଗ୍ରୀଷ୍ମ ଛୁଟି
- ଓଡ଼ିଶାରେ କେବେ ଖୋଲିବ ସ୍କୁଲ ?
ପଢନ୍ତୁ ଏହି ଖବର: ବିଳମ୍ବରେ ଆସିବ ମୌସୁମୀ, ୧୦ ବର୍ଷ ପରେ ହେବ କମ୍ ବର୍ଷା; ଜୁଲାଇରେ ଜାଳିବ ଖରା
- ଏହି ରାଜ୍ୟରେ ରେଗୁଲାର କ୍ଲାସ ଆରମ୍ଭ
Related Topics
Explore more stories