Videos
|
Odisha

କୋରାପୁଟରେ ପ୍ରବଳ ବର୍ଷା ଯୋଗୁଁ ଆସନ୍ତା କାଲି ସ୍କୁଲ ଛୁଟି

Rashmita Mishra
Browse all articles by Rashmita Mishra
·1 year ago
କୋରାପୁଟରେ  ପ୍ରବଳ ବର୍ଷା ଯୋଗୁଁ ଆସନ୍ତା କାଲି ସ୍କୁଲ ଛୁଟି

ଅର୍ଗସ ବ୍ୟୁରୋ: ବର୍ଷା ପାଇଁ ଆସନ୍ତା କାଲି ହେବ ସ୍କୁଲ ଛୁଟି । ଭାରତୀୟ ପାଣିପାଗ ବିଭାଗ ତରଫରୁ ଆସନ୍ତା କାଲି  କୋରାପୁଟ ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ  ଆସନ୍ତା କାଲି କୋରାପୁଟ ଜିଲ୍ଲାର ପିଲାଙ୍କ ପାଇଁ ଗୋଟିଏ ଦିନ   ସ୍କୁଲ ଗୁଡିକୁ ଛୁଟି ରହିବ। ସୂଚନା ଦେଲେ କୋରାପୁଟ ଜିଲ୍ଲାପାଳ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
School holiday tomorrow due to heavy rain in Koraput | Argus News