ଏବିଇଓଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ
·1 year ago

ପୁରୀ: ଜମିଜମା ବିବାଦକୁ କେନ୍ଦ୍ରକରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ବିଦ୍ୟାଳୟ ଖେଳପଡିଆ ଜମି ବିବାଦକୁ କେନ୍ଦ୍ରକରି ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ପୁରୀ ଜିଲ୍ଲା ଆମ୍ବପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିନ ତମାମ ପଡିଛି ତାଲା ।
ବର୍ଷାରେ ବସିଛନ୍ତି ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ୧୪୩ ଜଣ ଛାତ୍ରଛାତ୍ରୀ । ସ୍କୁଲ ଶିକ୍ଷକ ଏବଂ ଏବିଇଓଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: