Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଲଟିଲା ସ୍କୁଲ ଭ୍ୟାନ ୧୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ଓଲଟିଲା  ସ୍କୁଲ ଭ୍ୟାନ ୧୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଗୁରୁତର

ଅର୍ଗସ ବ୍ୟୁରୋ: ଭଦ୍ରକ ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ ।ଦିଗଛିଆ ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ସ୍କୁଲ ଭ୍ୟାନଟି ଓଲଟି ଥିବା ସୂଚନା । ୧୦ରୁ ଉର୍ଦ୍ଧ ଶିଶୁ ଛାତ୍ର ଛାତ୍ରୀ ଗୁରୁତର ଆହତ । ଗୁରୁତର ଓ ଆହତଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଅଗ୍ନିଶମ ବାହିନିର ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School van of Mani Gopbandhu Vidyamandir upside down | Argus News