Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲିଠୁ ସ୍ୱାଭାବିକ ହେବ ସ୍କୁଲ, ବଦଳିଛି ପାଣିପାଗ

Banajyotshna Ray
Browse all articles by Banajyotshna Ray
·2 years ago
କାଲିଠୁ ସ୍ୱାଭାବିକ ହେବ ସ୍କୁଲ, ବଦଳିଛି ପାଣିପାଗ

ଅର୍ଗସ ବ୍ୟୁରୋ:  କାଲିଠୁ ସ୍ବାଭାବିକ ହେବ ସ୍କୁଲ । ରାଜ୍ୟରେ ପାଣିପାଗ ବଦଳିଛି । ସ୍କୁଲ ସ୍ବାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେହିପରି ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏହାଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଵା ଆବଶ୍ୟକ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବ ଆବଶ୍ୟକ ରହିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School will be normal from tomorrow | Argus News