Videos
|
Odisha

ନୌସେନା ଦିବସ ଉପଲକ୍ଷେ ଆଜି ପୁରୀରେ ସ୍କୁଲ ବନ୍ଦ

Swayangprajna Mishra
Browse all articles by Swayangprajna Mishra
·1 year ago
ନୌସେନା ଦିବସ ଉପଲକ୍ଷେ ଆଜି ପୁରୀରେ ସ୍କୁଲ ବନ୍ଦ

ପୁରୀ : ଆଜି ପୁରୀରେ ସ୍କୁଲ ବନ୍ଦ । ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଗସ୍ତ ଓ ନୌଦିବସ ପାଳନ ଉପଲକ୍ଷେ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ : ଆଜି ପୁରୀ ଯିବେ ରାଷ୍ଟ୍ରପତି

ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ବନ୍ଦ ରହିବା ସହ  ନିକଟବର୍ତ୍ତୀ ମଦର୍ସ ପବ୍ଲିକ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ ସ୍କୁଲ ବନ୍ଦ ରହିବ ।ଏହାସହ ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Schools closed in Puri today for Navy Day | Argus News