ପ୍ରତିବାଦରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ
·2 years ago

ଅନୁଗୁଳ: ସ୍କର୍ପିଓ ଧକ୍କାରେ ଛାତ୍ରୀ ଗୁରୁତର। ସମ୍ବଲପୁର ୫୫ ନଂମ୍ବର ଜାତୀୟ ରାଜପଥ ଜରପଡା କଲେଜ ନିକଟରେ ଘଟିଛି ଦୁର୍ଘଟଣା । ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗିରହିଛି ।
ଯୁକ୍ତ ୨ପ୍ରଥମ ବର୍ଷର ଛାତ୍ରୀ ମଞ୍ଜୁଲତା ନାଏକ ନାମକ ଛାତ୍ରୀ ଜଣଙ୍କ କଲେଜ ଆସୁଥିବା ବେଳେ ଏକ ସ୍କରପିଓ ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ଛାତ୍ରୀଙ୍କୁ 108 ଆମ୍ଜବୁଲାନ୍ସରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି । ଛାତ୍ରୀ ଜଣଙ୍କର ମୁହଁ ଓ ମୁଣ୍ତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: