Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଖରାରୁ ରକ୍ଷା ପାଇଁ ଡାଳ ଭରସା

Manini Pattanayak
Browse all articles by Manini Pattanayak
·2 years ago
 ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଖରାରୁ ରକ୍ଷା ପାଇଁ ଡାଳ ଭରସା

ବୌଦ୍ଧ:  କଣ୍ଟାମାଲ ର ବୁଥ୍‌  88 ଗୋହିପିଟା ରେ ଅବ୍ୟବସ୍ଥା।  ମୁଣ୍ଡରେ ଛାଇ ପାଇଁ ଡ଼ାଳ ଧରି ଛିଡା ହେଲେ ଭୋଟର। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କଣ୍ଟାମାଲ 85 ର 88ନମ୍ବର ବୁଥରେ ଅବ୍ୟବସ୍ଥା ଦେଖିବାକୁ  ମିଳିଛି।

ଜିଲ୍ଲାରେ 40 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସେଠାରେ ଚାନ୍ଦୁଆ ଏବଂ ପିଇବା ପାଣି ର ବ୍ୟବସ୍ଥା  ନଥିବା ଫଳରେ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଭୋଟର ମୁଣ୍ଡରେ ଡ଼ାଳକୁ ରଖିଛନ୍ତି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Second phase of polling in Kandhamal parliamentary constituency today | Argus News