Videos
|
Odisha

NACରେ 144 ଧାରା ଲାଗୁ, ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

Banajyotshna Ray
Browse all articles by Banajyotshna Ray
·2 years ago
NACରେ 144 ଧାରା ଲାଗୁ, ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

ଅର୍ଗସ ବ୍ୟୁରୋ:  ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ପାଇଁ ରଣପୁର NACରେ 144 ଧାରା ଲାଗୁ । ନୟାଗଡ଼ ଜିଲ୍ଲାପାଳ ସୁଦ୍ଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ 144 ଧାରା ଲାଗୁ ହୋଇଛି । ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରହିବ ବଳବତ୍ତର । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ଲୋକମାନେ ଏକାଠି ନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Section 144 applicable in Ranpur NAC | Argus News