Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଡ଼ଦିନ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Odisha

ବଡ଼ଦିନ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Ritu Das
Browse all articles by Ritu Das
·2 years ago
ବଡ଼ଦିନ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅର୍ଗସ ବ୍ୟୁରୋ: ବଡ଼ଦିନ ପାଇଁ ରାଜଧାନୀରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ଚର୍ଚ୍ଚ ଆଗରେ ପୋଲିସ ମୁତୟନ ହେବେ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପ୍ରେସମିଟ କରି ସୂଚନା ଦେଇଛନ୍ତି। 

ଭିଡ଼କୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖା ଯାଇଛି। ନୂଆବର୍ଷ ପାଇଁ ବି ପୋଲିସର ପ୍ରସ୍ତୁତି ରହିଛି। ଆସନ୍ତା 26ରେ  ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଓ କ୍ଲବ ସହ ବୈଠକ କରି ଡ୍ରିଙ୍କ ଆଣ୍ଡ ଡ୍ରାଇଭ ପାଇଁ କଡ଼ାକଡ଼ି ଚେକିଂ କରିବ ପୋଲିସ। ଏଥିପାଇଁ ସବୁ ଥାନାକୁ ବ୍ରେଥ ଆନା ଲାଇଜର ନିଆଯାଇଥିବା ଡିସିପି କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Security has been | Argus News