Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାହୁଡା ଯାତ୍ରା ଶୁଙ୍ଖଳିତ ହେବ-ଏଡିଜି

Odisha

ବାହୁଡା ଯାତ୍ରା ଶୁଙ୍ଖଳିତ ହେବ-ଏଡିଜି

Smruti Parija
Browse all articles by Smruti Parija
·1 year ago·1 min read
ବାହୁଡା ଯାତ୍ରା ଶୁଙ୍ଖଳିତ ହେବ-ଏଡିଜି

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ବଡ ସାଆନ୍ତେ । ଜନ୍ମବେଦୀରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । ବାହୁଡା ଯାତ୍ରା ଶୁଙ୍ଖଳିତ ହେବ । ମହାପ୍ରଭୁଙ୍କ ନିଦେର୍ଶରେ ଶୁଙ୍ଖଳିତ ଭାବେ ତିନି ରଥ ଶ୍ରୀମନ୍ଦିରରେ ପହଁଞ୍ଚିବେ । ରଥ ଉପରକୁ ମୋବାଇଲ୍ କଟକଣା କଡାକଡି ହୋଇଛି ବୋଲି କହିଛନ୍ତି ଏଡିଜି ସଞ୍ଜୟ କୁମାର ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଡା ଚେତାବନୀ

ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ପ୍ରତିକ୍ରିୟା ରଖି କହିଛନ୍ତି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲା ଯାଇଛି । ସେ ଦୃଷ୍ଟିରୁ ସମସ୍ତ ସୁରକ୍ଷା ପାଇଁ ବ୍ୟବସ୍ଥା ଆପଣା ଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି ମନ୍ଦିର ।କୌଣସି ପ୍ରକାର ସ୍ଥିତିକୁ ବି ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Sponsored
security-tightend-for-bahuda-jatra | Argus News