Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କନ୍ଧବେରଣୀ ଜଙ୍ଗଲରେ ଚଢ଼ାଉ, ୫୦ ଲଗ୍ ଶାଳ କାଠ ଜବତ

Banajyotshna Ray
Browse all articles by Banajyotshna Ray
·2 years ago
କନ୍ଧବେରଣୀ ଜଙ୍ଗଲରେ ଚଢ଼ାଉ, ୫୦ ଲଗ୍ ଶାଳ କାଠ ଜବତ

ଅର୍ଗସ ବ୍ୟୁରୋ: କନ୍ଧବେରଣୀ ଜଙ୍ଗଲରୁ ଶାଳ କାଠ ଚୋରି । ନରସିଂହପୁର ପୂର୍ବ ବନ ବିଭାଗ ପକ୍ଷରୁ କନ୍ଧବେରଣୀ ଜଙ୍ଗଲରେ ଚଢ଼ାଉ। ୫୦ ଲଗ୍ ଶାଳ କାଠ ଜବତ ହୋଇଛି । ରେଞ୍ଜରଙ୍କ ସମେତ ଫରେଷ୍ଟ ଗାର୍ଡ, ଏପିଆର ଫୋର୍ସ ଆଦି ମିଳିତ ଚଢ଼ାଉ କରିଥିଲେ । ଏଥିରେ ୯ଟି ଲଗ କାଠ ଜବତ କରାଯାଇଛି । ଆନୁମାନିକ ୫୦ ହଜାର ଟଙ୍କା ହେବ ବୋଲି ନରସିଂହପୁର ପୂର୍ବ ରେଞ୍ଜର ସୁବାସ ରାଉତ ସୂଚନା ଦେଇଛି। ସମସ୍ତ କାଠ ଜବତ କରି ନରସିଂହପୁର ପୂର୍ବ ରେଞ୍ଜ ଅଫିସ୍‌ରେ ଜବତ କାଠ ରଖା ଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seized 50 logs of wood in Kandhaberni forest | Argus News