Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦୦ ଲିଟର ଦେଶୀ ମଦ ଜବତ: ଜଣେ ଗିରଫ

Odisha

୧୦୦ ଲିଟର ଦେଶୀ ମଦ ଜବତ: ଜଣେ ଗିରଫ

Ritu Das
Browse all articles by Ritu Das
·1 year ago
୧୦୦ ଲିଟର ଦେଶୀ ମଦ ଜବତ: ଜଣେ ଗିରଫ

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲାର କିଶନ ନଗର ଥାନା ଅଧୀନସ୍ଥ ଯସପଡା ଗ୍ରାମରେ ୧୦୦ ଲିଟର ଦେଶୀ ମଦକୁ ଜବତ କରିବା ସହ ଦେଶୀମଦ ବେପାର କରୁଥିବା ବାସନ୍ତୀ ମୁର୍ମୁ ନାମକ ମହିଳାକୁ ଅଟକ ରଖି କିଶନ ନଗର ପୋଲିସକୁ ଜିମା ଦେଲେ। ପୋଲିସ ମଦ ବେପାରୀ ବାସନ୍ତୀ ମୁର୍ମୁ ଙ୍କୁ ଅଟକ ରଖି ପଚରା ଉଚରା କରୁଥିବାର ସୂଚନା ଦେଇଛି। 

ଅନ୍ୟପଟେ କିଶନନଗର ପୋଲିସର ନିଦାବିଷ୍ଣୁ ନୀତି ଯୋଗୁ ଥାନା ଅଞ୍ଚଳରେ ବ୍ୟାପକ ଭାବେ ଦେଶୀମଦର ଚୋରା କାରବାର ବୃଦ୍ଧି ହେଉଛି। ତୁରନ୍ତ ଦେଶୀମଦ ବେପାରୀଙ୍କ ଉପରେ କିଶନ ନଗର ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Seized | Argus News