Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶାଳ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ଜଣେ ଅଟକ

Manini Pattanayak
Browse all articles by Manini Pattanayak
·2 years ago
ଶାଳ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ଜଣେ ଅଟକ


ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ୍ ବେଳେ କୋଶଳା ବିଦେଶୀ ମଦ ଦୋକାନ ପାଖରୁ ବେଆଇନ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ସହ ଜଣେ ଯୁବକ ଅଟକ ହୋଇଛି । 

ସୂଚନା ଯେ , ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଏକ ପିକଅପ୍ ଭ୍ୟାନ୍ ରେ କାଠ ଯାଉଥିବା ଦେଖି ପୋଲିସ ଗାଡ଼ିକୁ ଯାଞ୍ଚ ସମୟରେ ୧୦୦ରୁ ଉର୍ଦ୍ଧ୍ବ ଶାଳ ଚଉକାଠ ବେଆଇନ ଭାବରେ ଚାଲାଣ ହେଉଥିବା ଯାଣିବା ପରେ ଗାଡ଼ି ଓ ଜଣେ ଯୁବକଙ୍କୁ ଅଟକ କରି ବନବିଭାଗ କୁ ହସ୍ଥାନ୍ତର କରିଛି । ଜବତ ଶାଳ କାଠର ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ ବୋଲି ଜଣାପଡିଛି।

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seized pick-up van carrying sal wood | Argus News