Videos
|
Odisha

 ଜବତ ପୋଚ ଏବଂ ଦେଶୀ ରନ୍ଧା ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ 

Manini Pattanayak
Browse all articles by Manini Pattanayak
·2 years ago
 ଜବତ ପୋଚ ଏବଂ ଦେଶୀ ରନ୍ଧା ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ 

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ।  ଆଜି ବେଗୁନିଆ ବ୍ଲକ ଅନ୍ତର୍ଗତ ବରପଡା ଗ୍ରାମ ଜଂଗଲରେ ଚଢାଉ କରି ୧୦ହଜାର୫୦୦ ଲିଟର ପୋଚ ଓ ୧୧୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି।

ଜବତ ସମସ୍ତ ସାମଗ୍ରୀ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ବିଭଗ।ସୂଚନା ଅନୁଯାୟୀ ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ନିରବ ଦ୍ରଷ୍ଟା ହୋଇ ଚୁପ ବସୁଥିବା ବୋଲି ଅଭିଯୋଗ କରୁଛନ୍ତି ଲୋକେ।   ତେବେ ଆଜିର ଚଢ଼ାଉ ସମ୍ପର୍କରେ ପୂର୍ବରୁ ଖବର ପାଇ ମଦ ମାଫିଆ ଫେରାର ହୋଇଯାଇଥିବା ଜଣାପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
seized poach and alcohol in khordha | Argus News