Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବନ ବିଭାଗ ଦ୍ଵାରା ବିପୁଳ ଶାଗୁଆନ କାଠ ଜବତ 

Odisha

ବନ ବିଭାଗ ଦ୍ଵାରା ବିପୁଳ ଶାଗୁଆନ କାଠ ଜବତ 

Manini Pattanayak
Browse all articles by Manini Pattanayak
·2 years ago
ବନ ବିଭାଗ ଦ୍ଵାରା ବିପୁଳ ଶାଗୁଆନ କାଠ ଜବତ 

 ନୂଆପଡ଼ା: ନୂଆପଡ଼ା ବନ ବିଭାଗ ଦ୍ଵାରା ବିପୁଳ ମାତ୍ରାରେ ଶାଗୁଆନ କାଠ ଜବତ । ପଗାର ପାଣି ମଧୁପୁର ଗାଁର ଶୁକ୍ରୁ ମାଝିଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ନୂଆପଡ଼ା ବନ ବିଭାଗ । କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ରେଞ୍ଜରଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଖଗେ ମାଝି ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ସକାଳେ ସୂକ୍ରୁ ମାଝି ଙ୍କ ଘରେ ଚଢ଼ାଉ କରିଥିଲେ।  

ପୂର୍ବରୁ ମଧ୍ୟ ଶାଗୁଆନ କାଠ ବ୍ୟବସାୟ କରୁଥିବା ବନ ବିଭାଗ ନିକଟରେ ଖବର ଥିବା ବେଳେ ଏକ ଟିମ୍ କାଠ ଜବତ କରିବା ସହ ଅଭିଯୁକ୍ତ ସୁକୃ ମାଝି କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Seizure of huge amount of Shaguan timber by Forest Department | Argus News