Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶଙ୍ଖକୁ ଶକ୍ତ ଝଟକା : ଵିଜେପିରେ ମାମୁଁ ଵିଜେଡିରେ ଭଣଜା

Odisha

ଶଙ୍ଖକୁ ଶକ୍ତ ଝଟକା : ଵିଜେପିରେ ମାମୁଁ ଵିଜେଡିରେ ଭଣଜା

Rashmita Mishra
Browse all articles by Rashmita Mishra
·2 years ago
ଶଙ୍ଖକୁ ଶକ୍ତ ଝଟକା : ଵିଜେପିରେ ମାମୁଁ ଵିଜେଡିରେ ଭଣଜା

ଭୁବନେଶ୍ୱର: ପଦ୍ମ ଧରିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟଙ୍କ ମାମୁଁ ଅଜୟ ବ୍ୟାେମକେଶଙ୍କ ଟିକେଟକୁ ବିରୋଧ କରୁଥିଲେ।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଅଜୟ ।

ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦଳରେ ଯୋଗ । ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ଦଳର ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ବିଜେପି ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
senior-bjd-leader-ajay-nayak-of-chandbali-constituency-joined-bjp | Argus News