Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡ଼ି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା 

Manini Pattanayak
Browse all articles by Manini Pattanayak
·2 years ago
ବିଜେଡ଼ି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା 

ବ୍ରହ୍ମପୁର:  ବିଜେଡ଼ି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା । ବ୍ରହ୍ମପୁରର ବରିଷ୍ଠ ବିଜେଡି ନେତା ଟି.ଗୋପୀ ମଧ୍ୟ ବିଜେଡି ଛାଡିଛନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଉଭୟ । ଆଗକୁ କୁଆଡେ ଯିବି ନିଷ୍ପତ୍ତି ନେଇ ନାହିଁ ।

ଦଳରେ ଇଜ୍ଜତ ମିଳିଲା ନାହିଁ କି ସମ୍ମାନ ମିଳିଲା ନାହିଁ । ଗଞ୍ଜାମରେ କଂଗ୍ରେସରୁ ଆସିଥିବା ତିନି ଜଣ ନେତା ପୁରା ଦଳକୁ କବଜା କରି ରଖିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Additionally, T Gopi, a senior party leader from Berhampur, also resigned from the party. | Argus News