Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୬ବର୍ଷ ପାଇଁ ଦଳରୁ ବିଦା ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ

Odisha

୬ବର୍ଷ ପାଇଁ ଦଳରୁ ବିଦା ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ

Ritu Das
Browse all articles by Ritu Das
·2 years ago
୬ବର୍ଷ ପାଇଁ ଦଳରୁ ବିଦା ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ

ଅର୍ଗସ ବ୍ୟରୋ: କଂଗ୍ରେସରୁ ବହିଷ୍କୃତ ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।  ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ। ୬ବର୍ଷ ପାଇଁ ଦଳରୁ ବିଦା ହେଲେ ସୁର। ସୁରଙ୍କ ବହିଷ୍କାର ନିର୍ଦ୍ଦେଶ ଦେଲେ ଏଆଇସିସି। 

ସାନ ପୁଅ ମନ୍ମଥ ପାଇଁ ପ୍ରଚାର କରି ବିବାଦରେ ଥିଲେ ସୁର। ଜଟଣୀରୁ ୬ ଥର ବିଧାୟକ ଥିଲେ ସୁର। ଏବେବି ଜଟଣୀରୁ ବିଧାୟକ ଅଛନ୍ତି ସୁର।  

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior Congress MLA Sura | Argus News