Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସ୍ୱେଚ୍ଛାକୃତ ଅବସର ନେଲେ ରାଧିକା ଆଇପିଏସ୍ ବି.ରାଧିକା

Odisha

ସ୍ୱେଚ୍ଛାକୃତ ଅବସର ନେଲେ ରାଧିକା ଆଇପିଏସ୍ ବି.ରାଧିକା

Jitendra Dash
Browse all articles by Jitendra Dash
·2 years ago
ସ୍ୱେଚ୍ଛାକୃତ ଅବସର ନେଲେ ରାଧିକା ଆଇପିଏସ୍ ବି.ରାଧିକା

ଅର୍ଗସ ବ୍ୟୁରୋ : ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ୍ ବି.ରାଧିକା । ୧୯୮୯ ବ୍ୟାଚ୍ ଆଇପିଏସ୍ ଅଟନ୍ତି ବି.ରାଧିକା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ରାଧିକା ଚଳିତବର୍ଷ ଜୁଲାଇ ମାସରେ ୬୦ବର୍ଷ ବୟସ ପୂରଣ କରୁଥିବାରୁ ଉକ୍ତ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ ।

ଅଧିକ ପଢନ୍ତୁ ଭାରତ ଖବର


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Senior IPS Officer B Radhika Takes VRS | Argus News